অর্থ : ଭ୍ରମ କାରଣରୁ ଏକ ବସ୍ତୁକୁ ଅନ୍ୟ ବସ୍ତୁ ବୁଝିବାର କ୍ରିୟା
উদাহরণ :
ଅନ୍ଧାରରେ ଭ୍ରାନ୍ତ ଧାରଣା ହୋଇପାରେ
সমার্থক : ମିଥ୍ୟା ଜ୍ଞାନ
অর্থ : କାହା ପ୍ରତି ମନରେ ଉତ୍ପନ୍ନ ହୋଇଥିବା ଭୁଲ ଧାରଣା
উদাহরণ :
ଆପଣଙ୍କ ସହ ମିଶିବା ପରେ ମୋର ଭ୍ରାନ୍ତି ଦୂର ହୋଇଗଲା ଆପଣ ଏହି ଭ୍ରାନ୍ତିରେ ରୁହନ୍ତୁ ନାହିଁ ଯେ ମୁଁ ଆପଣଙ୍କର କିଛି ଅନିଷ୍ଟ କରିପାରିବି ନାହିଁ
অন্যান্য ভাষায় অনুবাদ :
An understanding of something that is not correct.
He wasn't going to admit his mistake.