অর্থ : ଯେ ନିଜ ଅଧିନରେ ନାହିଁ
উদাহরণ :
ପାଗଳ ହାତୀକୁ ଧରିବାପାଇଁ ଚେଷ୍ଟା ଚାଲୁରହିଅଛି
সমার্থক : ଉନ୍ମତ୍ତ, ପାଗଳ, ମଦାନ୍ଧ
অন্যান্য ভাষায় অনুবাদ :
Marked by uncontrolled excitement or emotion.
A crowd of delirious baseball fans.অর্থ : ଯିଏ ଭ୍ରମରେ ପଡ଼ିଛି ବା ଯାହାର ଭ୍ରମ ହୋଇଛି
উদাহরণ :
ସେ ଭ୍ରମିତ ବ୍ୟକ୍ତିଙ୍କୁ ବାଟ ଦେଖାଉଛନ୍ତିଭ୍ରାନ୍ତ ମନୁଷ୍ୟ କୌଣସି ଠୋସ ନିର୍ଣ୍ଣୟ ନେଇପାରେ ନାହିଁ
সমার্থক : ଭ୍ରମିତ
অন্যান্য ভাষায় অনুবাদ :