অর্থ : ବୁଲିବାପାଇଁ କୌଣସି ସ୍ଥାନକୁ ଯିବା
উদাহরণ :
ଆପଣ କେବେ ଆମେରିକା ଯାଇଛନ୍ତି?
সমার্থক : ବୁଲିଯିବା, ଯାତ୍ରା କରିବା, ଯିବା
অন্যান্য ভাষায় অনুবাদ :
অর্থ : କୌଣସି ସ୍ଥାନରେ ଭ୍ରମଣ କରିବା
উদাহরণ :
ମୁଁ ଗୋଆ ମଧ୍ୟ ଭ୍ରମଣ କରିଅଛି
সমার্থক : ପର୍ୟଟନ କରିବା, ବୁଲାବୁଲି କରିବା, ବୁଲିବା
অন্যান্য ভাষায় অনুবাদ :
किसी स्थान पर घूमना-फिरना।
हमने गोवा भी घूमा है।