অর্থ : କୌଣସି ମାଙ୍ଗଳିକ କାର୍ଯ୍ୟରେ ବନ୍ଧୁବାନ୍ଧବ ଏବଂ ସାହିପଡ଼ିଶାଙ୍କୁ ଭୋଜିଭାତ ଖୁଆଇବା ବ୍ୟବସ୍ଥା
উদাহরণ :
ସେ ଆଜି ସମସ୍ତଙ୍କୁ ପ୍ରୀତିଭୋଜନ ପାଇଁ ନିମନ୍ତ୍ରଣ କରିଛନ୍ତି
সমার্থক : ପ୍ରୀତିଭୋଜନ
অন্যান্য ভাষায় অনুবাদ :
অর্থ : ଏକାଧିକଲୋକ ଏକାଠି ବସି ଭୋଜନ କରୁଥିବା କ୍ରିୟା
উদাহরণ :
ଆଜି ରାମ ଘରେ ଭୋଜି ଅଛି
সমার্থক : ପଂକ୍ତିଭୋଜନ, ପଙ୍ଗତ, ଭୋଜିଭାତ
অন্যান্য ভাষায় অনুবাদ :