অর্থ : ଖାଦ୍ୟ ଖାଇବା କ୍ରିୟା
উদাহরণ :
ଭୋଜନ ପରେ ସେ ବିଶ୍ରାମ କରିବାକୁ ଗଲେ
সমার্থক : ଅନ୍ନ ଗ୍ରହଣ, ଆହାର, ଖାଦ୍ୟଗ୍ରହଣ
অন্যান্য ভাষায় অনুবাদ :
অর্থ : ଦିନରେ ପ୍ରାୟତଃ ଦୁଇଥର ନିର୍ଦିଷ୍ଟ ସମୟରେ ନିଆଯାଉଥିବା ପୂର୍ଣ୍ଣାହାର
উদাহরণ :
ସେ ଠାକୁରଙ୍କୁ ଭୋଗ ଲଗାଇବାପରେ ଭୋଜନ ଗ୍ରହଣ କରନ୍ତି ଖାଦ୍ୟ ପ୍ରସ୍ତୁତ
অন্যান্য ভাষায় অনুবাদ :
অর্থ : ଖାଇବା ପିଇବା ଜିନିଷ ବା କୌଣସି ଅନ୍ୟ ବସ୍ତୁକୁ ଉପଯୋଗୀ କରିବା କ୍ରିୟା
উদাহরণ :
ଅଧିକ ରକ୍ତଚାପରେ ପୀଡ଼ିତ ବ୍ୟକ୍ତିକୁ ନିୟମିତ ଭାବରେ ଔଷଧ ସେବନ କରିବା ଉଚିତ
সমার্থক : ଉପଭୋଗ, ଖାଇବା, ଗ୍ରହଣ କରିବା, ସେବନ
অন্যান্য ভাষায় অনুবাদ :
The act of using.
He warned against the use of narcotic drugs.অর্থ : ମାଂସାହାରୀ ଜୀବଜନ୍ତୁମାନଙ୍କ ଦ୍ବାରା ଭକ୍ଷଣ କରା ଯାଉଥିବା କୀଟ,ପଶୁ,ପକ୍ଷୀ ଆଦି
উদাহরণ :
ଝିଟିପିଟି ନିଜ ଶିକାରକୁ ନିଜ ଜିଭରେ ଝାମ୍ପି ନେଲା
সমার্থক : ଆହାର, ଭକ୍ଷ ପଦାର୍ଥ, ଶିକାର
অন্যান্য ভাষায় অনুবাদ :
मांसाहारी जीव-जन्तुओं द्वारा भक्षण किया जाने वाले कीट, पशु, पक्षी आदि।
छिपकली ने शिकार को अपनी जीभ से लपक लिया।The usual food and drink consumed by an organism (person or animal).
diet