অর্থ : ଯାହାର ବିଭାଜନ ହୋଇଛି
উদাহরণ :
ଗଙ୍ଗା ନଦୀ ବିହାରକୁ ଉତ୍ତର ଓ ଦକ୍ଷିଣ ଏଭଳି ଦୁଇ ଭାଗରେ ବିଭକ୍ତ କରୁଛି ଅତ୍ୟନ୍ତ ପ୍ରାଚୀନକାଳୀନ ସମାଜ ମଧ୍ୟ କେତେକ ଭାଗରେ ବିଭାଜିତ ଥିଲା
সমার্থক : ଅଲଗା, ବିଭକ୍ତ, ବିଭାଜିତ
অন্যান্য ভাষায় অনুবাদ :
जिसका विभाजन हुआ हो।
भारत में विभाजित राज्यों की संख्या में वृद्धि हो रही है।