অর্থ : କାହା ସହିତ ଦେଖା କରିବା ବା ଭେଟିବା
উদাহরণ :
ସେ ସହରରେ ନିଜ ବନ୍ଧୁବାନ୍ଧବଙ୍କୁ ଭେଟିଲେ
সমার্থক : ଦେଖାକରିବା, ମିଶିବା, ସାକ୍ଷାତ କରିବା
অন্যান্য ভাষায় অনুবাদ :
किसी से मिलना या भेंट करना।
उसने शहर में अपने संबंधियों से भेंट की।অর্থ : ନିୟମିତ ରୂପରେ ମିଶିବା, ବିଶେଷକରି ସ୍ତ୍ରୀ ପୁରୁଷ ବା ଅନ୍ୟ କାହାରି ସଙ୍ଗେ ସ୍ଥିର ସମ୍ବନ୍ଧ ରଖିବା
উদাহরণ :
ସେ ଜଣେ ଲୋକ ସଙ୍ଗେ ମିଶୁଛି ସେ ପୁଣି ତା ପ୍ରଥମ ସ୍ତ୍ରୀ ସହିତ ମିଶୁଛି
সমার্থক : ଏକତ୍ର ହେବା, ଦେଖାହେବା, ମିଶିବା, ସଂସର୍ଗରେ ରହିବା, ସଙ୍ଗୀହେବା, ସାକ୍ଷାତ କରିବା
অন্যান্য ভাষায় অনুবাদ :
অর্থ : ସାର୍ବଜନିକ ଉଦ୍ଦେଶ୍ୟ ବା କାର୍ଯ୍ୟପାଇଁ ମିଶିବା
উদাহরণ :
ଦେଶର ଉନ୍ନତିପାଇଁ ଆମେ ସବୁ ମିଶିଲୁ
সমার্থক : ଏକତ୍ରିତ ହେବା, ଏକହେବା, ଏକାଠି ହେବା, ମିଳିବା, ମିଶିବା, ସଂଘବଦ୍ଧ ହେବା
অন্যান্য ভাষায় অনুবাদ :
सार्वजनिक उद्देश्य या कार्य के लिए मिलना।
देश की उन्नति के लिए हम सभी मिलें।