সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଅଳଙ୍କୃତ କରାଯାଇଥିବା ବା ରତ୍ନଆଦିରେ ଯେ ସୁସଜ୍ଜିତ
উদাহরণ : ସମାରୋହରେ ସ୍ୱର୍ଣ୍ଣାଭୂଷଣଦ୍ୱାରା ଅଳଙ୍କୃତ ମହିଳାଙ୍କ ଉପରେ ସମସ୍ତଙ୍କ ନଜର ପଡ଼ିଥିଲା
সমার্থক : ଅଭିମଣ୍ଡିତ, ଅଳଙ୍କୃତ, ଆଭୂଷିତ, ବିଭୂଷିତ, ମଣ୍ଡିତ, ସଜ୍ଜିତ
অন্যান্য ভাষায় অনুবাদ :हिन्दी
आभूषणों या गहनों से युक्त या अलङ्कृत।
অর্থ : ଯେ ବସ୍ତ୍ର, ଗହଣାଆଦି ପିନ୍ଧିଛି
উদাহরণ : ସଜ୍ଜିତ ମହିଳା ମଞ୍ଚ ଉପରେ ନୃତ୍ୟ କରୁଛି
সমার্থক : ଅଭିଭୂଷିତ, ସଜ୍ଜିତ
जो वस्त्र, गहने आदि धारण किया हो।
ইনস্টল