অর্থ : କାହା ସମ୍ମୁଖରେ କିଛି ବିଶେଷ ବିଷୟ ମୌଖିକ ରୂପେ ବର୍ଣ୍ଣନା କରିବା
উদাহরণ :
ଆଜି ଦଶଟା ବେଳେ ଶିକ୍ଷକଙ୍କର ଅଭିଭାଷଣ ଅଛି
অন্যান্য ভাষায় অনুবাদ :
A speech that is open to the public.
He attended a lecture on telecommunications.অর্থ : ସମ୍ବୋଧିତ କରିବାର କ୍ରିୟା
উদাহরণ :
ଆଜିକାଲିର ନେତାମାନଙ୍କର ଭାଷଣର ଶବ୍ଦ ଫମ୍ପା
সমার্থক : ସମ୍ବୋଧନ
অন্যান্য ভাষায় অনুবাদ :
অর্থ : ବୟାନ ଦେବାର କ୍ରିୟା ବା ଭାବ
উদাহরণ :
ମନ୍ତ୍ରୀଙ୍କର ଭାଷଣରେ କେହି ସନ୍ତୁଷ୍ଟ ହେଲେନାହିଁ
অন্যান্য ভাষায় অনুবাদ :
অর্থ : ବହୁତ ଲୋକଙ୍କ ସାମନାରେ କୌଣସି ବିଷୟର ସବିସ୍ତୃତ କଥନ
উদাহরণ :
ଗାନ୍ଧିଜୀଙ୍କ ଭାଷଣ ଶୁଣିବା ନିମନ୍ତେ ଦୂର ଦୂରାନ୍ତରରୁ ଲୋକ ଆସୁଥିଲେ
অন্যান্য ভাষায় অনুবাদ :
A speech that is open to the public.
He attended a lecture on telecommunications.