অর্থ : ସେହି ଶକ୍ତି ଯାହା ମନରେ ନୂଆ, ଅପୂର୍ବ, ଅଦୃଷ୍ଟ, ଅଶ୍ରୁତଆଦି ଘଟଣାର ସ୍ୱରୂପକୁ ସମ୍ମୁଖକୁ ଆଣେ
উদাহরণ :
ମୂର୍ତ୍ତିଗଠନକାରୀର କଳ୍ପନା ଖୋଦେଇ ପଥରରେ ମୂର୍ତ୍ତ ରୂପ ଦିଏ
সমার্থক : କଳ୍ପନା, କଳ୍ପନାଶକ୍ତି, ଖିଆଲ
অন্যান্য ভাষায় অনুবাদ :
The ability to form mental images of things or events.
He could still hear her in his imagination.অর্থ : ଅନୁଭବ ଓ ସ୍ମୃତିରେ ମନରେ ଉତ୍ପନ୍ନ ହେଉଥିବା କୌଣସି ଭାବ
উদাহরণ :
ଆପଣା ଭାବନା ଅନୁରୂପରେ ହିଁ ଲୋକେ ବ୍ୟବହାର କରନ୍ତି
অন্যান্য ভাষায় অনুবাদ :
The state of a person's emotions (especially with regard to pleasure or dejection).
His emotional state depended on her opinion.