অর্থ : କୌଣସି ବସ୍ତୁର କିଛି ଅଂଶ ଖଣ୍ଡିତ, ଭଗ୍ନ, ବା ଅଚଳ କରିବା
উদাহরণ :
ବାଡ଼ିରେ ବାଡ଼େଇ ବାଡ଼େଇ ଗାଇଆଳ ଗାଇର ଗୋଡ଼ ଭାଙ୍ଗି ଦେଲା ବେଶି ବଦମାସି କଲେ ତମର ମୁଣ୍ଡ ଫଟେଇଦେବୁ
সমার্থক : ଫଟେଇବା, ଭଗ୍ନ କରିବା
অন্যান্য ভাষায় অনুবাদ :
অর্থ : ଟଙ୍କାପଇସାଆଦି ବଦଳାଇବା
উদাহরণ :
ଫଳବାଲା ପାଖରେ ପାଞ୍ଚଶହ ଟଙ୍କିଆ ନୋଟର ଖୁଚୁରା ନଥିଲା ଭାଙ୍ଗିଲାନାହିଁ
সমার্থক : ଖୁଚୁରାନଥିବା, ବଦଳାଇବା, ଭଙ୍ଗାଇବା
অন্যান্য ভাষায় অনুবাদ :
অর্থ : କାନ୍ଥ, ଘର ଆଦିକୁ ଭାଙ୍ଗି ଖସେଇବା
উদাহরণ :
ସୋହନ ନୂଆଘର ତିଆରି କରିବାପାଇଁ ପୁରୁଣା ଘରକୁ ଭାଙ୍ଗୁଛି
অন্যান্য ভাষায় অনুবাদ :
অর্থ : ଶରୀରର ଗଣ୍ଠି ବା ଉଦ୍ବେଗ ଯୋଗୁଁ ପୀଡ଼ା ଜାତ ହେବା(ବିଶେଷକରି ହାଡ଼ ଓ ଖଞ୍ଜାରେ )
উদাহরণ :
ସର୍ଦ୍ଦି-ଥଣ୍ଡା, ଜରଆଦିରେ ଶରୀର ଦୁର୍ବଳହୁଏ
সমার্থক : ଦୁର୍ବଳ
অন্যান্য ভাষায় অনুবাদ :
অর্থ : ଟଙ୍କା,ନୋଟ ଆଦିକୁ ଛୋଟ ମୁଦ୍ରା ବା ଟଙ୍କାରେ ପରିଣତ କରିବା
উদাহরণ :
ହଜାର ଟଙ୍କିଆ ନୋଟଟି କେଉଁଠି ଭାଙ୍ଗିଲାନାହିଁ
সমার্থক : ଖୁଚୁରାହେବା, ରେଜାହେବା
অন্যান্য ভাষায় অনুবাদ :
অর্থ : ଏକାଥରକେ ଅନେକ ପରିମାଣରେ ଆସିବା
উদাহরণ :
ମହୁମାଛିମାନେ ଭାଙ୍ଗିଲେ ଆଉ ଲୋକମାନଙ୍କୁ ବିନ୍ଧିବାକୁ ଲାଗିଲେ ସିନେମାଘର ବାହାରେ ଭିଡ଼ ଭାଙ୍ଗୁଛି
সমার্থক : ଉଛୁଳି ପଡ଼ିବା
অন্যান্য ভাষায় অনুবাদ :