অর্থ : ଆନନ୍ଦ ଦେଲାବାଲା ସମ୍ବନ୍ଧ
উদাহরণ :
ଏହି ଦୃଶ୍ୟ ମୋତେ ଖୁସି ଲାଗୁଛି
সমার্থক : ଖୁସି ଲାଗିବା, ସୁଖ ଲାଗିବା
অন্যান্য ভাষায় অনুবাদ :
অর্থ : ରୁଚିର ଅନୁକୂଳ ହେବା
উদাহরণ :
ଆପଣଙ୍କୁ ସବୁ ଜିନିଷ ପସନ୍ଦ ଆସିବ ବୋଲି କିଛି ମାନେନାହିଁ ମୋତେ ଏହି କାମ ପୋଷାଉନାହିଁ
সমার্থক : ପସନ୍ଦ ଆସିବା, ପୋଷେଇବା
অন্যান্য ভাষায় অনুবাদ :
অর্থ : ସୁନ୍ଦର ବା ଭଲ ଲାଗିବା
উদাহরণ :
ଏହି ପୋଷାକ ଆପଣଙ୍କୁ ମାନୁଛି
সমার্থক : ମାନିବା, ଶୋଭିତ ହେବା
অন্যান্য ভাষায় অনুবাদ :
सुंदर या अच्छा लगना।
यह पोशाक आप पर खिल रही है।