অর্থ : ସୁଖ, ସମୃଦ୍ଧି ତଥା କୁଶଳତାରେ ପରିପୂର୍ଣ୍ଣ ହେବା ଅବସ୍ଥା
উদাহরণ :
ଏପରି କାମ କର ଯେଉଁଥିରେ ସମସ୍ତଙ୍କର କଲ୍ୟାଣ ହେବ
সমার্থক : କଲ୍ୟାଣ, ମଙ୍ଗଳ, ଶୁଭ, ହିତ
অন্যান্য ভাষায় অনুবাদ :
A contented state of being happy and healthy and prosperous.
The town was finally on the upbeat after our recent troubles.অর্থ : ଭଲ ହେବ ଯେ
উদাহরণ :
ଘା ଧୋଇବାପାଇଁ ଆପଣ ଭଲ ଗୁଣକାରୀ ପାଣି ବ୍ୟବହାର କରନ୍ତୁ
অন্যান্য ভাষায় অনুবাদ :
अच्छा हो कि।
अच्छा हो कि आप घाव धोने के लिए गुनगुने पानी का प्रयोग करें।More readily or willingly.
Clean it well, preferably with warm water.অর্থ : ଭଲ ଭାବରେ ବା ଯାହା ପ୍ରଶଂସାର ଯୋଗ୍ୟ
উদাহরণ :
ଆଜି ସଚିନ୍ ଭଲ ଖେଳିଲା
সমার্থক : ବଢ଼ିଆ
অন্যান্য ভাষায় অনুবাদ :
अच्छी तरह से या ऐसा जो प्रशंसा के योग्य हो।
आज सचिन ने अच्छा खेला।অর্থ : ଦେଖିବାରେ ଭଲ ଏବଂ ସୁନ୍ଦର ଲାଗିବା
উদাহরণ :
ଆଜିର ପାଗ ବହୁତ ବଢ଼ିଆ
অন্যান্য ভাষায় অনুবাদ :
Having great beauty and splendor.
A glorious spring morning.অর্থ : ଯାହାର ସ୍ୱାଦ ଭଲ
উদাহরণ :
ଆଜିର ଭୋଜନ ବହୁତ ସ୍ୱାଦିଷ୍ଟ ଥିଲା
সমার্থক : ମଧୁର, ରୋଚକ, ସୁସ୍ୱାଦୁ, ସ୍ୱାଦିଷ୍ଟ
অন্যান্য ভাষায় অনুবাদ :
Extremely pleasing to the sense of taste.
delectable, delicious, luscious, pleasant-tasting, scrumptious, toothsome, yummyঅর্থ : ଯାହା ପରିଶୋଧିତ ବା ଯାହାକୁ ପରିଶୁଦ୍ଧ କରାଯାଇଛି
উদাহরণ :
ଏହା ଶୁଦ୍ଧ ସୁବର୍ଣ୍ଣର ବିସ୍କୁଟ
সমার্থক : ଅମିଶା, ଅସଲି, ଖାଣ୍ଟି, ଖାଦହୀନ, ବିଶୁଦ୍ଧ, ଶୁଦ୍ଧ
অন্যান্য ভাষায় অনুবাদ :
Free of extraneous elements of any kind.
Pure air and water.অর্থ : ଯେ ସବୁ ପ୍ରକାରରେ ଭଲ ଅବସ୍ଥାରେ ଥାଏ
উদাহরণ :
ମୁଁ ଭଲରେ ଅଛିଆପଣ କେମିତି ଅଛନ୍ତି?
সমার্থক : ଠିକ୍ ଠାକ୍
অন্যান্য ভাষায় অনুবাদ :
Being satisfactory or in satisfactory condition.
An all-right movie.অর্থ : ଯାହା ଗୁଣବତ୍ତାସହ ଯୁକ୍ତ
উদাহরণ :
ଗୁଣବତ୍ତାଯୁକ୍ତ ଉପକରଣ ମହଙ୍ଗା ହୋଇପାରେ କିନ୍ତୁ ବହୁତ ଦିନ ଚଳେ
সমার্থক : ଉତ୍ତମ, ଗୁଣବତ୍ତାଯୁକ୍ତ, ଗୁଣଯୁକ୍ତ, ଗୁଣାନ୍ୱିତ
অন্যান্য ভাষায় অনুবাদ :
जो गुणवत्ता से युक्त हो।
गुणवत्तायुक्त उपकरण महँगे तो होते हैं मगर चलते भी बहुत हैं।অর্থ : ଯାହା ଭଲ ଭାବରେ ପରିଣାମ ରୂପରେ ହୋଇଥାଏ ବା ଆସେ
উদাহরণ :
ଏହା ଭଲ କଥା ଯେ ମୁଁ ସେଠାରେ ନଥିଲି ଏହା ଭଲ କଥା ଯେ ଆପଣଙ୍କୁ କେହି ଦେଖି ନାହିଁ
সমার্থক : ବଢ଼ିଆ
অন্যান্য ভাষায় অনুবাদ :
অর্থ : ବହୁତ ବଢ଼ିଆ
উদাহরণ :
ଆପଣ ମୋତେ ବହୁତ ଭଲ ସମ୍ବାଦ ଦେଲେ
সমার্থক : ଅତିଉତ୍ତମ, ବହୁତ ଭଲ, ବଢ଼ିଆ
অন্যান্য ভাষায় অনুবাদ :
Very good. Of the highest quality.
Made an excellent speech.অর্থ : ଯିଏ ଭଲ ବା ଯାହାର ଭଲ ଗୁଣ ଅଛି କିମ୍ବା ଯାହାର କାମଦ୍ୱାରା ଅନ୍ୟର ଭଲ ହୁଏ
উদাহরণ :
ଦୁନିଆରେ ଭଲ ଲୋକଙ୍କର ଅଭାବ ନାହିଁ
অন্যান্য ভাষায় অনুবাদ :
Having desirable or positive qualities especially those suitable for a thing specified.
Good news from the hospital.অর্থ : ଯାହା ଶୁଭ ବା ଭଲ
উদাহরণ :
ଶୁଭ କାର୍ଯ୍ୟ ଆରମ୍ଭ କରିବାରେ ଡେରି ହେବା ଉଚିତ ନୁହେଁ
সমার্থক : ପୁଣ୍ୟ, ମାଙ୍ଗଳିକ, ଶୁଭ
অন্যান্য ভাষায় অনুবাদ :
Auguring favorable circumstances and good luck.
An auspicious beginning for the campaign.অর্থ : ଯିଏ ସମସ୍ତଙ୍କ ସହିତ ଭଲ, ଉଚିତ୍ ଏବଂ ପ୍ରିୟ ବ୍ୟବହାର କରେ
উদাহরণ :
ସଜ୍ଜନ ବ୍ୟକ୍ତି ସବୁ ପରିବେଶରେ ଅନ୍ୟ ସହିତ ଭଲ ବ୍ୟବହାର କରେ
অন্যান্য ভাষায় অনুবাদ :
Having an easygoing and cheerful disposition.
Too good-natured to resent a little criticism.