অর্থ : ଗାଳିକରିବା ବା ଧମକ ଦେବା କ୍ରିୟା ବା ଭାବ
উদাহরণ :
ଘରଲୋକଙ୍କ ଗାଳିରେ ବିରକ୍ତ ହୋଇ ମୋହନ ଘର ଛାଡ଼ି ପଳାଇଲା
সমার্থক : କଟୂବାଣୀ, ଗାଳି, ଧମକ, ଶୋଧା
অন্যান্য ভাষায় অনুবাদ :
A severe scolding.
bawling out, castigation, chewing out, dressing down, earful, going-over, upbraidingঅর্থ : ଗାଳି କରିବାର ଭାବ ବା ପ୍ରକ୍ରିୟା
উদাহরণ :
ଆଜି ତାଙ୍କୁ ବହୁତ ଭର୍ତ୍ସନା ମିଳିଛି
অন্যান্য ভাষায় অনুবাদ :
অর্থ : କିଛି ଅନୁଚିତ କାର୍ଯ୍ୟ ପାଇଁ ତିରସ୍କାର କରିବାର ପ୍ରକ୍ରିୟା
উদাহরণ :
ପତିର ଭର୍ତ୍ସନାରେ ଆହତ ପତ୍ନୀ ଆତ୍ମହତ୍ୟା କରିଦେଲାରାଜା ପଳାୟନକାରୀ ସୈନ୍ୟଙ୍କୁ ଭର୍ତ୍ସନା କଲେରାଜା ପଳାୟନକାରୀ ସୈନ୍ୟମାନଙ୍କୁ ନିନ୍ଦା କଲେରାଜା ପଳାୟନକାରୀ ସୈନ୍ୟମାନଙ୍କୁ ତିରସ୍କାର କଲେ
অন্যান্য ভাষায় অনুবাদ :
অর্থ : ଭର୍ତ୍ସନା କରିବାର ପ୍ରକ୍ରିୟା ବା ଭାବ
উদাহরণ :
ବାପାଙ୍କ ଭର୍ତ୍ସନା ଶୁଣିବା ମାତ୍ରେ ମାଧବ ଭୟଭୀତ ହୋଇଗଲା
সমার্থক : କଟୂବାକ୍ୟ, ଗାଳି, ତିରସ୍କାର
অন্যান্য ভাষায় অনুবাদ :
An act or expression of criticism and censure.
He had to take the rebuke with a smile on his face.