অর্থ : କୌଣସି ସ୍ଥାନରେ ବା ବସ୍ତୁ ଆଦିରେ ରଖା ହୋଇଥିବା ପଦାର୍ଥ ଆଦିକୁ ଅନ୍ୟ ଜାଗାରେ ବା ବସ୍ତୁ ଆଦିରେ ରଖିବା
উদাহরণ :
ଏହି ଗରାର ପାଣିକୁ ଅନ୍ୟ ଗରାରେ ଢାଳିଦିଅ
অন্যান্য ভাষায় অনুবাদ :
অর্থ : କାମରେ ଲଗେଇବା
উদাহরণ :
ଏହି କାମପାଇଁ ସେ ସାତଜଣ ଲୋକଙ୍କୁ ନିଯୁକ୍ତି ଦେଲା
সমার্থক : କାମ ଦେବା, ଚାକିରି ଦେବା, ନିଯୁକ୍ତ କରିବା, ନିଯୁକ୍ତି ଦେବା, ରଖିବା
অন্যান্য ভাষায় অনুবাদ :
काम पर लगाना।
इस काम के लिए उसने सात आदमियों को नियुक्त किया।অর্থ : କୌଣସି ବସ୍ତୁକୁ କୌଣସି ଅନ୍ୟ ଏକ ବସ୍ତୁ ଭିତରେ ଢାଳିବା
উদাহরণ :
ସୀମା ଅଟାକୁ ଡବାରେ ଦାବିଦାବି କରି ଭର୍ତ୍ତି କରୁଛି
সমার্থক : ପୂରାଇବା
অন্যান্য ভাষায় অনুবাদ :