অর্থ : ଅଶ୍ରୁ,ଲାଳ ଆଦି ବାହାରିବା
উদাহরণ :
ମିଠେଇ ନାଁ ଶୁଣୁଶୁଣୁ ମୋ ମୁହଁରେ ପାଣି ଆସିଲାଣି ତା ଦୁଃଖଭରା କାହାଣୀ ଶୁଣୁଶୁଣୁ ମୋ ଆଖିରେ ପାଣି ଆସିଗଲା
সমার্থক : ପାଣି ଆସିବା
অন্যান্য ভাষায় অনুবাদ :
Secrete or form water, as tears or saliva.
My mouth watered at the prospect of a good dinner.