অর্থ : କାହାର କୁହାଯାଉଥିବା କଥାକୁ ଠିକ ମାନିବା
উদাহরণ :
ମୋହିତ ମୋନାର ମିଛ କଥାକୁ ବିଶ୍ୱାସ କଲା
সমার্থক : ଠିକ ମାନିନେବା, ବିଶ୍ୱାସ କରିବା
অন্যান্য ভাষায় অনুবাদ :
किसी की कही हुई बात ठीक मानना।
मोहित ने मोना की झूठी बातों पर विश्वास किया।