অর্থ : ଏହା ନିଶ୍ଚୟ ଯେ ଏଭଳି ହେବ, ଅଥବା ଅମୁକ ବ୍ୟକ୍ତି ଏଭଳି କରେ ବା କରିବ
উদাহরণ :
ବିଶ୍ୱାସ ଉପରେ ଦୁନିଆ ତିଷ୍ଠିରହିଛି ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ, ଆପଣଙ୍କ ହଜିଲା ପୁଅ ମିଳିଯିବ
সমার্থক : ଆତ୍ମପ୍ରତ୍ୟୟ, ଆଶା, ଆସ୍ଥା, ନିର୍ଭର, ବିଶ୍ୱାସ
অন্যান্য ভাষায় অনুবাদ :
অর্থ : ଜୀବନ ନିର୍ବାହର ଆଧାର
উদাহরণ :
ପିଲାମାନେ ବାର୍ଦ୍ଧକ୍ୟରେ ମା’-ବାପାଙ୍କର ସାହାରା ହୋଇଥାନ୍ତି
সমার্থক : ଅବଲମ୍ବନ, ଆଲମ୍ବନ, ଆଶ୍ରା, ଆଶ୍ରୟ, ଆସରା, ସାହାରା
অন্যান্য ভাষায় অনুবাদ :
The activity of providing for or maintaining by supplying with money or necessities.
His support kept the family together.অর্থ : କାହାରି ଉପରେ ଭରସା ରଖିବାର କ୍ରିୟା ଯେପରିକି କୌଣସି କାମ ତାଙ୍କ ଦ୍ୱାରା ହୋଇପାରିବ ବା ହୋଇଯିବ
উদাহরণ :
ପ୍ରତ୍ୟେକ ପିତାଙ୍କର ନିଜ ପୁତ୍ର ଉପରେ ଏହି ଆଶା ଥାଏ ଯେ ସେ ନିଜ ଜୀବନରେ ସଫଳ ହେଉ
সমার্থক : ଆକାଂକ୍ଷା, ଆଶା, ପ୍ରତ୍ୟାଶା
অন্যান্য ভাষায় অনুবাদ :
किसी पर भरोसा रखने की क्रिया कि अमुक कार्य उसके द्वारा हो सकता है या हो जायेगा।
हर पिता की अपने पुत्र से यह अपेक्षा रहती है कि वह अपने जीवन में सफल हो।