অর্থ : ପୁନଃ ଭରିବାର କାର୍ଯ୍ୟ
উদাহরণ :
ପ୍ରକୃତିର କ୍ଷତିକୁ କିଏବା ପ୍ରତିପୂରଣ କରିପାରିବ
সমার্থক : ପତିପୂର୍ତ୍ତି, ପ୍ରତିପୂରଣ
অন্যান্য ভাষায় অনুবাদ :
অর্থ : କୌଣସି କାରଣରୁ ହୋଇଥିବା ଅଭାବକୁ ପୂରଣ କରିବାର ପ୍ରକ୍ରିୟା
উদাহরণ :
ଏହି କ୍ଷତିର ଭରଣା ଆମେ କରିବୁ
সমার্থক : କ୍ଷତିପୂରଣ
অন্যান্য ভাষায় অনুবাদ :