অর্থ : ଯେଉଁ ଯାତ୍ରୀ ବା ମାଲ କୌଣସି ବାହନରେ କେଉଁଠାକୁ ଯାଆନ୍ତି ଓ ଯାହାଙ୍କପାଇଁ ଭଡ଼ା ଦେବାକୁ ପଡ଼େ
উদাহরণ :
ସବୁ ଟ୍ୟାକ୍ସିବାଲା ଭଡ଼ା ନେଇ ଯାଇଛନ୍ତି ବଡ଼ ବଜାରରେ ଅନେକ ଟ୍ରକ ଭଡ଼ାପାଇଁ ଅପେକ୍ଷା କରିଛନ୍ତି
অন্যান্য ভাষায় অনুবাদ :
অর্থ : କୌଣସି ଗାଡିରେ ଚଢ଼ିବାପାଇଁ ଦିଆଯାଉଥିବା କିଛି ଧନ
উদাহরণ :
ଏଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଭଡ଼ା କେତ ?
সমার্থক : ପରିବହନ ଭଡ଼ା, ଯାତ୍ରା, ଶୁଳ୍କ
অন্যান্য ভাষায় অনুবাদ :
किसी सवारी पर चढ़ने के लिए दिया जाने वाला कुछ निश्चित धन।
यहाँ से दिल्ली का किराया कितना है?