অর্থ : କୌଣସି ଜିନିଷକୁ ନଷ୍ଟ କରିବା ନିମନ୍ତେ ତାକୁ ଭାଙ୍ଗିବା କାମ
উদাহরণ :
ମଜଦୁରମାନେ ନିଜ ଦାବି ହାସଲ କରିବାପାଇଁ ଭଙ୍ଗାରୁଜା ନୀତି ଆପଣେଇଛନ୍ତିମଜଦୁରମାନେ ନିଜ ଦାବି ହାସଲପାଇଁ ମିଲରେ ଭଙ୍ଗାରୁଜା କଲେ
সমার্থক : ଧ୍ୱଂସ
অন্যান্য ভাষায় অনুবাদ :
राष्ट्र, शासन, अर्थव्यवस्था, किसी वस्तु आदि को गम्भीर क्षति पहुँचाने या नष्ट करने का कार्य।
मज़दूरों ने अपनी माँग मनवाने के लिए तोड़-फोड़ की नीति अपनाई।A deliberate act of destruction or disruption in which equipment is damaged.
sabotageঅর্থ : ଭଙ୍ଗାରୁଜା କରିବାର କର୍ମ ବା ଭାବ
উদাহরণ :
ଗୁଣ୍ଡାମାନେ ଘରେ ଭଙ୍ଗାରୁଜା କରିବା ପରେ ଘର ମାଲିକକୁ ଧମକ ଦେଇ ଚାଲିଗଲେ
অর্থ : ଭଙ୍ଗାରୁଜା କରିବା ପ୍ରକ୍ରିୟା
উদাহরণ :
ମୂର୍ତ୍ତି ଭଙ୍ଗାରୁଜା କରୁଥିବା ଲୋକଙ୍କୁ ପୋଲିସ୍ ଧରି ନେଇଗଲା
সমার্থক : ଖଣ୍ଡନ
অন্যান্য ভাষায় অনুবাদ :
অর্থ : ଯାହା ଭାଙ୍ଗିରୁଜି ଯାଇଛି
উদাহরণ :
ସେ ଭଙ୍ଗାରୁଜା ଜିନିଷ ମଧ୍ୟ କିଣେ
সমার্থক : ଜୀର୍ଣ୍ଣ ଶୀର୍ଣ୍ଣ
অন্যান্য ভাষায় অনুবাদ :