অর্থ : ଦେବୀ ଦେବତା ବା ଈଶ୍ୱରଙ୍କ ପ୍ରତି ରଖାଯାଉଥିବା ବିଶେଷ ପ୍ରେମ
উদাহরণ :
ଈଶ୍ୱରଙ୍କ ପ୍ରତି ଭକ୍ତି ରହିବା ଆବଶ୍ୟକ
অন্যান্য ভাষায় অনুবাদ :
(Hinduism) loving devotion to a deity leading to salvation and nirvana. Open to all persons independent of caste or sex.
bhaktiঅর্থ : ଏକ ବର୍ଣ୍ଣବୃତ୍ତ
উদাহরণ :
ଭକ୍ତିର ପ୍ରତ୍ୟେକ ପାଦରେ ତଗଣ, ୟଗଣ ଏବଂ ଶେଷରେ ଦୁଇଟି ଗୁରୁ ଥାଏ
অন্যান্য ভাষায় অনুবাদ :
অর্থ : କୌଣସି ଜ୍ୟେଷ୍ଠବ୍ୟକ୍ତିଙ୍କ ପ୍ରତି ଥିବା ଶ୍ରଦ୍ଧା ବା ଆଦର ଭାବ
উদাহরণ :
ଜ୍ଞାନପ୍ରାପ୍ତ ନିମନ୍ତେ ଗୁରୁଙ୍କ ପ୍ରତି ଭକ୍ତି କରିବା ଆବଶ୍ୟକ ବୋଲି ସନ୍ଥ, ମହାତ୍ମାମାନେ କହିଛନ୍ତି
সমার্থক : ଭକ୍ତିଭାବ
অন্যান্য ভাষায় অনুবাদ :