অর্থ : ଜନ୍ତୁମାନଙ୍କ ଶରୀରର ଉପରଭାଗରେ ଯେଉଁ ସ୍ଥାନରେ ଲୋମଗୁଡ଼ିକ ଏକ କେନ୍ଦ୍ରବିନ୍ଦୁରେ ବିଶେଷଭାବେ ବୁଲିକରି ଥାଏ
উদাহরণ :
ଭଉଁରି ଶୁଭ ଓ ଅଶୁଭର ପରିଚାୟକ
অন্যান্য ভাষায় অনুবাদ :
অর্থ : ତରଳ ପଦାର୍ଥରୁ ତିଆରି ହୋଇଥିବା ପବନ ଭର୍ତ୍ତି ବୁନ୍ଦା
উদাহরণ :
ମାନବ ଜୀବନ ପାଣିର ବୁଦ୍ବୁଦ୍ ଭଳି
সমার্থক : ପାଣିଫୋଟକା, ବୁଦ୍ବୁଦ୍
অন্যান্য ভাষায় অনুবাদ :
A hollow globule of gas (e.g., air or carbon dioxide).
bubble