অর্থ : ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମୟ ଯାହାର ଗଣନା ଦିନ,ମାସ, ବର୍ଷଆଦିଦ୍ୱାରା ହୋଇଥାଏ
উদাহরণ :
ମନୁଷ୍ୟର ହାରାହାରି ଆୟୁ ଷାଠିଏରୁ ସତୁରୀ ବର୍ଷ ତାଙ୍କର ଜୀବନ ଅନ୍ୟର ମଙ୍ଗଳରେ ହିଁ ବିତିଗଲା
সমার্থক : ଆୟୁ, ଆୟୁ କାଳ, ଇହକାଳ, ଜୀବନ, ଜୀବନକାଳ
অন্যান্য ভাষায় অনুবাদ :
जन्म से मृत्यु तक का समय जिसकी गणना दिनों, महीनों, वर्षों आदि में होती है।
मनुष्य की औसत आयु साठ से सत्तर वर्ष के बीच होती है।অর্থ : ଜନ୍ମରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଜୀବନ କାଳ ବା ବିତି ଯାଇଥିବା ଜୀବନ କାଳ
উদাহরণ :
ଶ୍ୟାମ ମୋଠାରୁ ବୟସରେ ଦୁଇ ବର୍ଷ ବଡ଼ ଏହି ପ୍ରତିଯୋଗିତାରେ ଦଶ ବର୍ଷରୁ କମ ବୟସର ପିଲାଭାଗ ନେଇପାରିବେ ନାହିଁ
অন্যান্য ভাষায় অনুবাদ :