অর্থ : ଭଲ ଭାବରେ ବା ଯାହା ପ୍ରଶଂସାର ଯୋଗ୍ୟ
উদাহরণ :
ଆଜି ସଚିନ୍ ଭଲ ଖେଳିଲା
সমার্থক : ଭଲ
অন্যান্য ভাষায় অনুবাদ :
अच्छी तरह से या ऐसा जो प्रशंसा के योग्य हो।
आज सचिन ने अच्छा खेला।অর্থ : ଯେଉଁଥିରେ କିଛି ମିଶି ନାହିଁ ବା ଏକଦମ୍ ଭଲ
উদাহরণ :
ଆଜିକାଲି ବଜାରରେ ଖାଣ୍ଟି ଜିନିଷ ମିଳିବା ମୁସ୍କିଲ୍
সমার্থক : ଅବିମିଶ୍ରିତ, ଅମିଶ୍ରିତ, ଅସଲି, ଖାଣ୍ଟି, ବିଶୁଦ୍ଧ, ଶୁଦ୍ଧ
অন্যান্য ভাষায় অনুবাদ :
Free of extraneous elements of any kind.
Pure air and water.অর্থ : ଦେଖିବାରେ ଭଲ ଏବଂ ସୁନ୍ଦର ଲାଗିବା
উদাহরণ :
ଆଜିର ପାଗ ବହୁତ ବଢ଼ିଆ
অন্যান্য ভাষায় অনুবাদ :
Having great beauty and splendor.
A glorious spring morning.অর্থ : ଯାହା ଭଲ ଭାବରେ ପରିଣାମ ରୂପରେ ହୋଇଥାଏ ବା ଆସେ
উদাহরণ :
ଏହା ଭଲ କଥା ଯେ ମୁଁ ସେଠାରେ ନଥିଲି ଏହା ଭଲ କଥା ଯେ ଆପଣଙ୍କୁ କେହି ଦେଖି ନାହିଁ
সমার্থক : ଭଲ
অন্যান্য ভাষায় অনুবাদ :
অর্থ : ବହୁତ ବଢ଼ିଆ
উদাহরণ :
ଆପଣ ମୋତେ ବହୁତ ଭଲ ସମ୍ବାଦ ଦେଲେ
সমার্থক : ଅତିଉତ୍ତମ, ବହୁତ ଭଲ, ଭଲ
অন্যান্য ভাষায় অনুবাদ :
Very good. Of the highest quality.
Made an excellent speech.অর্থ : ଯିଏ ଭଲ ବା ଯାହାର ଭଲ ଗୁଣ ଅଛି କିମ୍ବା ଯାହାର କାମଦ୍ୱାରା ଅନ୍ୟର ଭଲ ହୁଏ
উদাহরণ :
ଦୁନିଆରେ ଭଲ ଲୋକଙ୍କର ଅଭାବ ନାହିଁ
অন্যান্য ভাষায় অনুবাদ :
Having desirable or positive qualities especially those suitable for a thing specified.
Good news from the hospital.