অর্থ : କୌଣସି ସାଧାରଣ କଥାକୁ ବହୁତ ବଡ଼କରିବା ଅବା କଳି-ତକରାଳର ରୂପଦେବା
উদাহরণ :
ଆପଣ କଥାକୁ ବଢ଼ାଇଦେଇ ଆମ ଭିତରେ ଝଗଡ଼ା ଲଗାଇଦେଲେ
অন্যান্য ভাষায় অনুবাদ :
অর্থ : କୌଣସି କାମ ପ୍ରତି ମନ ବଢ଼ାଇବା ବାଲା କଥା, କାମ ଇତ୍ୟାଦି
উদাহরণ :
ତୁମର ଟେକିବା ଯୋଗୁଁ ହିଁ ଛୁଆମାନେ ଖରାପ ହେଉଛନ୍ତି ତାକୁ ବେଶି ବଢ଼ାଇବାକୁ ଦିଅନ୍ତୁ ନାହିଁ
সমার্থক : ଟେକିବା
অর্থ : ବାନ୍ଧିକରି ଓ କଟାକଟି କରି ଏକ ବିଶେଷ ଢଙ୍ଗରେ ବଢ଼ିବାପାଇଁ ପ୍ରବୃତ୍ତ କରିବା
উদাহরণ :
କୃଷକ ପାନ ଲତାଗୁଡ଼ିକ ଅନୁବର୍ଦ୍ଧନ କରୁଛି
সমার্থক : ଅନୁବର୍ଦ୍ଧନ କରିବା, ଦାୟିତ୍ୱନେବା, ବର୍ଦ୍ଧିତ କରାଇବା, ରକ୍ଷଣାବେକ୍ଷଣ କରିବା
অন্যান্য ভাষায় অনুবাদ :
* बाँधकर और कटाई-छँटाई करके एक विशेष तरीके से बढ़ने में प्रवृत्त करना।
किसान पान की लताओं का अनुवर्धन कर रहा है।অর্থ : ଲମ୍ବରେ ବିସ୍ତାର କରିବା
উদাহরণ :
ସେ ସିଲାଇ ଖୋଲି ତାଙ୍କ କୁର୍ତ୍ତାକୁ ବଢ଼େଇଲେ
সমার্থক : ଲମ୍ବାକରିବା
অন্যান্য ভাষায় অনুবাদ :
অর্থ : ଅଧିକ ପ୍ରବଳ ବା ତୀବ୍ର କରିବ
উদাহরণ :
ପଙ୍ଖାର ଗତିକୁ ଆଉ ଟିକିଏ ବଢ଼ାଇଦିଅ
সমার্থক : ତୀବ୍ର କରିବ
অন্যান্য ভাষায় অনুবাদ :
अधिक प्रबल या तीव्र करना।
बहुत गर्मी है, जरा पंखा बढ़ा दीजिए।অর্থ : ପରିମାଣରେ ଅଧିକ କରିବା
উদাহরণ :
ସେ ଭୋଜନର ପରିମାଣ ବଢ଼ାଇଦେଇଛି
সমার্থক : ଅଧିକ କରାଇବା, ବର୍ଦ୍ଧିତ କରାଇବା, ବୃଦ୍ଧି କରାଇବା
অন্যান্য ভাষায় অনুবাদ :
অর্থ : ବଢ଼ାଇବା କାମ ଅନ୍ୟ କାହାଦ୍ୱାରା କରାଇବା
উদাহরণ :
ରହିମ ଠିକାଦାରକୁ କହି ତା ଘରେ ଏକ କୋଠରି ବଢ଼ାଇଲା
সমার্থক : ପ୍ରସାରିତ କରାଇବା, ବର୍ଦ୍ଧିତ କରାଇବା, ବୃଦ୍ଧି କରାଇବା
অন্যান্য ভাষায় অনুবাদ :