অর্থ : ଯେଉଁ ବ୍ୟାଗରେ ଛାତ୍ରଛାତ୍ରୀମାନେ ବହି, ଖାତା, ଓ ଅନ୍ୟାନ୍ୟ ଜିନିଷ ରଖନ୍ତି
উদাহরণ :
ଆଜିକାଲିର ପିଲାଙ୍କ ବ୍ୟାଗ ବହିପତ୍ରରେ ଭର୍ତ୍ତି ହୋଇ ରହୁଛି
সমার্থক : ବସ୍ତାନି, ସ୍କୁଲବ୍ୟାଗ
অন্যান্য ভাষায় অনুবাদ :
A bag for carrying school books and supplies.
Found just the right dictionary to fit into his schoolbag.অর্থ : ବିଶେଷକରି ମହିଳାମାନେ ବ୍ୟବହୃତ କରୁଥିବା ହାତଥିବା ବ୍ୟାଗ ଯେଉଁଥିରେ ଟଙ୍କା-ପଇସା ଆଦି ବସ୍ତୁ ରଖିହୁଏ
উদাহরণ :
ଶୀଲା ନିଜ ବ୍ୟାଗରେ ଦର୍ପଣ,ପାନିଆ ଆଦି ମଧ୍ୟ ରଖେ
সমার্থক : ପର୍ସ, ହ୍ୟାଣ୍ଡବ୍ୟାଗ
অন্যান্য ভাষায় অনুবাদ :
A container used for carrying money and small personal items or accessories (especially by women).
She reached into her bag and found a comb.