অর্থ : ଭଲ କାମ କରିବା ଢଙ୍ଗ
উদাহরণ :
ତାକୁ କୌଣସି କାମର ବ୍ୟବହାର ଜଣାନାହିଁ
অন্যান্য ভাষায় অনুবাদ :
অর্থ : ସାମାଜିକ ସମ୍ବନ୍ଧ ଅନୁସାରେ ଅନ୍ୟ ସହିତ କରାଯାଉଥିବା ଆଚରଣ
উদাহরণ :
ତା’ର ବ୍ୟବହାର ଭଲ ନୁହେଁ
সমার্থক : ଆଚରଣ, ଆଚାର, ଚାଲିଚଳନ, ବାଗ, ରଙ୍ଗଢଙ୍ଗ
অন্যান্য ভাষায় অনুবাদ :
सामाजिक संबंधों में औरों के साथ किया जाने वाला आचरण।
उसका व्यवहार अच्छा नहीं है।অর্থ : କୌଣସି ବସ୍ତୁକୁ ଉପଯୋଗୀ କରାଯିବା କାର୍ଯ୍ୟ ବା ଭାବ
উদাহরণ :
ଯେଉଁ ଉପଦେଶ ଦେଉଛି ତାକୁ କାମରେ ଲଗାଅ
সমার্থক : ଉପଯୋଗ, କାମ, ପ୍ରୟୋଗ, ବିନିଯୋଗ
অন্যান্য ভাষায় অনুবাদ :
The act of using.
He warned against the use of narcotic drugs.