অর্থ : ଯାହାର ବା ଯେଉଁ ବିଷୟରେ ନିର୍ଣ୍ଣୟ ହୋଇସାରିଛି
উদাহরণ :
ଏହା ନିର୍ଣ୍ଣିତ ବିଷୟ, ଏବେ ଏହା ଉପରେ ତର୍କ କରିବାର କୌଣସି ଆବଶ୍ୟକତା ନାହିଁ
সমার্থক : ନିର୍ଣ୍ଣିତ, ସମାପିତ, ସ୍ଥିରୀକୃତ
অন্যান্য ভাষায় অনুবাদ :
Established or decided beyond dispute or doubt.
With details of the wedding settled she could now sleep at night.অর্থ : କୌଣସି ପ୍ରକାରର ବ୍ୟବସ୍ଥା ବା ନିୟମ ସହ ଯୁକ୍ତ
উদাহরণ :
ସେ କୋଠରୀରେ ସଜାଡ଼ିକି ରଖାଯାଇଥିବା ଜିନିଷଗୁଡ଼ିକୁ ଛିନଛତ୍ର କରିଦେଲା
সমার্থক : ଠିକ୍ରୂପେ, ପ୍ରବନ୍ଧିତ, ସଜ୍ଜିତ
অন্যান্য ভাষায় অনুবাদ :
Methodical and efficient in arrangement or function.
How well organized she is.