অর্থ : ସେହି ସବୁଠାରୁ ପରମ ଓ ନିତ୍ୟ ଚେତନ ସତ୍ତା ଯାହା ଜଗତର ମୂଳ କାରଣ ଏବଂ ସତ୍, ଚିତ୍,ଆନନ୍ଦର ସ୍ୱରୂପଭାବେ ଗ୍ରହଣୀୟ
উদাহরণ :
ବ୍ରହ୍ମ ଏକ
সমার্থক : ଅମୃତଗର୍ଭ, ଚିଦାନନ୍ଦ, ଚିନ୍ତାମଣି, ବିଭୁ, ବିଶ୍ୱକର୍ତ୍ତା, ଭଗବାନ, ସଚ୍ଚିଦାନନ୍ଦ
অন্যান্য ভাষায় অনুবাদ :
The supernatural being conceived as the perfect and omnipotent and omniscient originator and ruler of the universe. The object of worship in monotheistic religions.
god, supreme being