অর্থ : ଚିତ୍ରକାର ରଙ୍ଗ ଲଗାଇବାପାଇଁ ବ୍ୟବହାର କରୁଥିବା କଲମ
উদাহরণ :
ସେ ତୂଳିରେ ଚିତ୍ରକୁ ରଙ୍ଗ କରୁଛି
সমার্থক : ଅକ୍ଷର ତୁଳିକା, ତୂଳି
অন্যান্য ভাষায় অনুবাদ :
A brush used as an applicator (to apply paint).
paintbrushঅর্থ : ପ୍ଲାଷ୍ଟିକ, ଧାତୁ ବା ଗଛଲତାର ତନ୍ତୁରେ ତିଆରି କରାଯାଇଥିବା ଉପକରଣ ଯେଉଁଥିରେ କୌଣସି ବସ୍ତୁଆଦି ସଫା କରାଯାଏ
উদাহরণ :
ମାଆ ବ୍ରସଦ୍ୱାରା ଲୁଗାରେ ଲାଗିଥିବା ଦାଗ ଘଷୁଛନ୍ତି
অন্যান্য ভাষায় অনুবাদ :
An implement that has hairs or bristles firmly set into a handle.
brush