অর্থ : କୌଣସି ନାମରେ ଜଣାଯିବା
উদাহরণ :
ଲୋକ ଗାନ୍ଧୀଙ୍କୁ ବାପୁ ମଧ୍ୟ କହନ୍ତି
সমার্থক : କହିବା
অন্যান্য ভাষায় অনুবাদ :
অর্থ : ମୁହଁରେ ବ୍ୟକ୍ତ ଏବଂ ସ୍ପଷ୍ଟ ଧ୍ୱନି ବାହାରିବା
উদাহরণ :
ସୀମା ‘ଡ’ କୁ ‘ର’ କହେ
সমার্থক : ଉଚ୍ଚାରଣ କରିବା, ଉଚ୍ଚାରିବା, କହିବା
অন্যান্য ভাষায় অনুবাদ :
অর্থ : କାହାରି ବିଷୟରେ ନିଶ୍ଚିତତା ଓ ଆତ୍ମବିଶ୍ୱାସ ସହିତ କିଛି ସକାରାତ୍ମକ ବିବରଣୀ ଦେବା
উদাহরণ :
ସେ ଭଲଲୋକ ନୁହେଁ ବୋଲି ମୁଁ ତୁମକୁ କହିଥିଲି
সমার্থক : କହିବା, ବିବରଣୀଦେବା, ବ୍ୟକ୍ତକରିବା, ସ୍ପଷ୍ଟକରିବା
অন্যান্য ভাষায় অনুবাদ :