অর্থ : ବଡ଼ଲୋକଙ୍କ କୋଠାର ଏକ ବଡ଼ କୋଠରୀ ବା ବୈଠକ ଯେଉଁଥିରେ ଯାଆସ କରୁଥିବା ବ୍ୟକ୍ତିମାନେ ବସନ୍ତି
উদাহরণ :
ନେତା ବୈଠକଖାନାରେ ବସି ଲୋକଙ୍କ କଥା ଶୁଣୁଥିଲେ
অন্যান্য ভাষায় অনুবাদ :
অর্থ : କୌଣସି ଉପର ମହଲାରେ ତିଆରି କରାଯାଇଥିବା ଘର ଯାହାର ବ୍ୟବହାର ବୈଠକ ଆଦି ଭାବେ କରାଯାଏ
উদাহরণ :
ସେ ଦୁହେଁ ଉପର ତାଲା ବୈଠକଖାନାରେ ବସି କିଛି ବିଚାର-ବିମର୍ଶ କରୁଛନ୍ତି
অন্যান্য ভাষায় অনুবাদ :