অর্থ : ଏକ ପ୍ରକାରର ସୁଗନ୍ଧିତ ପୁଲ
উদাহরণ :
ମାଳୀ ବଗିଚାରେ ବୈଜୟନ୍ତୀର ମାଳ ତିଆରି କରୁଛି
অন্যান্য ভাষায় অনুবাদ :
অর্থ : ଜଣେ ଅପ୍ସରା
উদাহরণ :
ବୈଜୟନ୍ତୀଙ୍କ ବର୍ଣ୍ଣନା ପୁରାଣରେ ମିଳେ
অন্যান্য ভাষায় অনুবাদ :
(classical mythology) a minor nature goddess usually depicted as a beautiful maiden.
The ancient Greeks believed that nymphs inhabited forests and bodies of water.অর্থ : ଗୋଟିଏ ପ୍ରକାରର ମାଳା ଯେଉଁଥିରେ ପାଞ୍ଚ ପ୍ରକାରର ଫୁଲ ଥାଏ
উদাহরণ :
ଶ୍ୟାମ ନିଜ ପ୍ରିୟତମା ରାଧାଙ୍କ ଗଳାରେ ବୈଜୟନ୍ତୀ ମାଳା ପକାଇଦେଲେ
সমার্থক : ବୈଜୟନ୍ତିକା, ବୈଜୟନ୍ତୀ ମାଳା, ବୈଜୟନ୍ତୀ ହାର
অন্যান্য ভাষায় অনুবাদ :
एक प्रकार की माला जिसमें पाँच रंगों के फूल होते हैं।
श्याम ने अपनी प्रियतमा राधा के गले में वैजयंतीमाला डाल दी।অর্থ : ଏକ ପ୍ରକାର ଗଛ ଯାହାର ଫୁଲ ଅତୀବ ସୁନ୍ଦର
উদাহরণ :
ମାଳୀ ଉଦ୍ୟାନରେ ବୈଜୟନ୍ତୀ ଲଗାଉଛି
সমার্থক : ବୈଜୟଂତି, ବୈଜୟନ୍ତିକା
অন্যান্য ভাষায় অনুবাদ :