অর্থ : ଉଗ୍ର ବା ବହୁତ କଷ୍ଟଦାୟକ ପୀଡ଼ା ବିଶେଷତଃ ହାର୍ଦ୍ଦିକ ବା ମାନସିକ ପୀଡ଼ା
উদাহরণ :
ମୋର ହୃଦୟର ବେଦନା କେହି ବୁଝି ପାରିବେ ନାହିଁ
অন্যান্য ভাষায় অনুবাদ :
অর্থ : ଏକ ପ୍ରକାରର କାବୁଲି ଡାଳିମ୍ବ
উদাহরণ :
ସେ ଫଳ ଦୋକାନରୁ ଦୁଇ କିଲୋ ବେଦନା କଣିଲା
অন্যান্য ভাষায় অনুবাদ :