অর্থ : ଛୁରୀ,ତଲୱାର ଆଦି ଅସ୍ତ୍ରଗୁଡିକୁ ଗରମକରି କୌଣସି ବିଷାକ୍ତ ତରଳ ପଦାର୍ଥରେ ରଖିବା ଫଳରେ ତା ଧାରରେ ବିଷ ଚଢ଼ିଯିବା
উদাহরণ :
ଶିକାରୀ ଶିକାର କରିବାପାଇଁ ଅସ୍ତ୍ରଗୁଡ଼ିକ ବିଷରେ ବୁଡ଼ାଉଛି
সমার্থক : ନିମଜ୍ଜିତ କରାଇବା, ମଜ୍ଜିତକରାଇବା
অন্যান্য ভাষায় অনুবাদ :
छुरी,तलवार आदि शस्त्रों के फलों को तपाकर किसी विषैले तरल पदार्थ में डालना ताकि फल पर जहर की परत चढ़ जाए।
शिकारी आखेट करने के लिए शस्त्रों को जहर में बुझा रहा है।অর্থ : ପାଣି ବା କୌଣସି ତରଳ ପଦାର୍ଥରେ ବୁଡ଼େଇବା
উদাহরণ :
ସ୍ୱାମୀଜୀ ପାଣି ପିଇବାପାଇଁ ନଦୀରେ କମଣ୍ଡଳୁ ବୁଡ଼ାଇଲେ
অন্যান্য ভাষায় অনুবাদ :