অর্থ : ଗୋଟିଏ ସ୍ଥାନରୁ ଅନ୍ୟ ଏକ ଦୂର ସ୍ଥାନକୁ ଯିବାର କ୍ରିୟା
উদাহরণ :
ସେ ଭ୍ରମଣରେ ଯାଉଛି ତାର ଯାତ୍ରା ସଫଳ ହେଲା
অন্যান্য ভাষায় অনুবাদ :
অর্থ : ଅକାରଣରେ ବୁଲିବା ଓ ଚାଲିବା
উদাহরণ :
କ୍ରୋଧବଶତଃ ସେ ଗଳିଗଳି ବୁଲୁଥିଲା
সমার্থক : ଚଲାବୁଲା କରିବା, ବିଚରଣ କରିବା
অন্যান্য ভাষায় অনুবাদ :
অর্থ : ଦିଗ ପରିବର୍ତ୍ତନ କରିବା
উদাহরণ :
ସେ ଘରୁ ବିଦ୍ୟାଳୟ ଆଡ଼କୁ ବାହାରିଲା କିନ୍ତୁ ଗାଡ଼ିଆଆଡ଼କୁ ମୋଡ଼ିଗଲା
অন্যান্য ভাষায় অনুবাদ :
Change orientation or direction, also in the abstract sense.
Turn towards me.অর্থ : କୌଣସି ବସ୍ତୁ ପ୍ରଭୃତିର ଚାରି ପାଖରେ ଚକ୍କରମାରିବା
উদাহরণ :
ସେ ମନ୍ଦିର ପରିକ୍ରମା କରୁଅଛି
সমার্থক : ଘୁରିବା, ଚକକର ମାରିବା, ପରିକ୍ରମା କରିବା
অন্যান্য ভাষায় অনুবাদ :
किसी वस्तु आदि के चारों ओर चक्कर लगाना या गोल घूमना।
वह मंदिर की परिक्रमा कर रहा है।অর্থ : କୌଣସି ସ୍ଥାନରେ ଭ୍ରମଣ କରିବା
উদাহরণ :
ମୁଁ ଗୋଆ ମଧ୍ୟ ଭ୍ରମଣ କରିଅଛି
সমার্থক : ପର୍ୟଟନ କରିବା, ବୁଲାବୁଲି କରିବା, ଭ୍ରମଣ କରିବା
অন্যান্য ভাষায় অনুবাদ :
किसी स्थान पर घूमना-फिरना।
हमने गोवा भी घूमा है।