অর্থ : ମନଖୁସି କରିବା, ବ୍ୟାୟାମ, ବାୟୁସେବନ, ସ୍ୱାସ୍ଥ୍ୟ ସୁଧାରିବା ଇତ୍ୟାଦିପାଇଁ ବୁଲାବୁଲି କରିବା
উদাহরণ :
ସେ ବଗିଚାରେ ବୁଲାବୁଲି କରୁଅଛି
সমার্থক : ଟହଲିବା, ବିଚରଣ କରିବା
অন্যান্য ভাষায় অনুবাদ :
जी बहलाने या व्यायाम, वायु सेवन, स्वास्थ्य सुधार आदि के लिए चलना-फिरना।
वह बाग में टहल रहा है।অর্থ : କୌଣସି ସ୍ଥାନରେ ଭ୍ରମଣ କରିବା
উদাহরণ :
ମୁଁ ଗୋଆ ମଧ୍ୟ ଭ୍ରମଣ କରିଅଛି
সমার্থক : ପର୍ୟଟନ କରିବା, ବୁଲିବା, ଭ୍ରମଣ କରିବା
অন্যান্য ভাষায় অনুবাদ :
किसी स्थान पर घूमना-फिरना।
हमने गोवा भी घूमा है।