অর্থ : ଇଆଡୁ ସେଆଡୁ କଥା କହି ଚିନ୍ତିତ ଓ ଦୁଃଖି ବ୍ୟକ୍ତିର ମନକୁ ଭୁଲାଇବା ବା ସାନ୍ତ୍ୱନା ଦେବା
উদাহরণ :
ଭେଣ୍ଡାପୁଅର ମୃତ୍ୟୁରେ ସେ ସଂତପ୍ତ ପରିବାରକୁ ସହୋଦର ଭଳି ସାନ୍ତ୍ୱନା ଦେଉଥିଲା
সমার্থক : ସାନ୍ତ୍ୱନା ଦେବା
অন্যান্য ভাষায় অনুবাদ :
इधर-उधर की बातें करके चिंतित या दुःखी व्यक्ति का मन दूसरी ओर ले जाना या धीरज दिलाना।
जवान बेटे की मौत से संतप्त परिवार को सगे-संबंधी सांत्वना दे रहे थे।অর্থ : ବୁଝିବା କାମ ଅନ୍ୟ କାହାଦ୍ୱାରା କରାଇବା
উদাহরণ :
ଗଣିତ ପ୍ରଶ୍ନ ମୁଁ ବୁଝାଇ ପାରିଲି ନାହିଁ,ତେବେ ଅନ୍ୟ ଅଧ୍ୟାପକଙ୍କଦ୍ୱାରା ବୁଝାଇଲି
সমার্থক : ଉପଲବ୍ଧି କରାଇବା, ବିବେଚନା କରାଇବା
অন্যান্য ভাষায় অনুবাদ :
অর্থ : କଣ କରିବା ଭଲ ସେ ବିଷୟରେ କାହାରିକୁ ଉପଦେଶ ଦେବା
উদাহরণ :
ମା ପୁଅକୁ ତାର ଖରାପଗୁଣ ଛାଡ଼ିବାପାଇଁ ବୁଝାଇଲେ
সমার্থক : ଉପଦେଶ ଦେବା
অন্যান্য ভাষায় অনুবাদ :
किसी को यह बताना कि क्या करना अच्छा है।
माँ ने उसे बहुत समझाया,पर उसने एक न सुनी।অর্থ : ଏମିତି କଥା କହିବା ଯାହାକୁ କେହିବି ବୁଝିପାରିବ
উদাহরণ :
ସେ ପଥଭ୍ରଷ୍ଟ ପିଲାଙ୍କୁ ବୁଝାଉଛନ୍ତି
অন্যান্য ভাষায় অনুবাদ :
অর্থ : ମିଠାମିଠା କଥା କହି ସନ୍ତୁଷ୍ଟ ବା ଅନୁକୂଳ କରିବା
উদাহরণ :
ମା କାନ୍ଦୁଥିବା ପିଲାଟିକୁ ମିଠେଇ ଦେଇ ବୁଝାଉଥିଲେ
সমার্থক : ଆହ୍ଲାଦିତ କରିବା, ପ୍ରବୋଧିତ କରିବା, ବହଲାଇବା
অন্যান্য ভাষায় অনুবাদ :