অর্থ : ବୌଦ୍ଧଭିକ୍ଷୁମାନେ ବସବାସ କରୁଥିବା ସ୍ଥାନ
উদাহরণ :
ଏହି ବୌଦ୍ଧ ବିହାରର ଦେଖାଶୁଣା ଜଣେ ବୌଦ୍ଧଭିକ୍ଷୁ କରୁଛନ୍ତି
সমার্থক : ଚୈତ୍ୟ, ବୌଦ୍ଧ ବିହାର, ବୌଦ୍ଧ ମଠ
অন্যান্য ভাষায় অনুবাদ :
बौद्ध भिक्षुओं के रहने की जगह।
इस बौद्ध विहार की देख-रेख एक बौद्ध भिक्षु ही करते हैं।অর্থ : କେବଳ ମନକୁ ଆନନ୍ଦଦେବାପାଇଁ କରାଯାଉଥିବା କାର୍ଯ୍ୟ
উদাহরণ :
ପିଲାମାନେ ପାଣିରେ ଖେଳୁଛନ୍ତି
সমার্থক : ଆମୋଦପ୍ରମୋଦ, କେଳି, କୌତୁକ, କ୍ରୀଡା, ଖେଳ, ବିନୋଦ
অন্যান্য ভাষায় অনুবাদ :
Activities that are enjoyable or amusing.
I do it for the fun of it.