অর্থ : ଯେଉଁଥିରେ ବହୁତ ବିସ୍ତୃତି ଅଛି ବା ବିସ୍ତାର ହେଉଥିବା
উদাহরণ :
ଏହି କାବ୍ୟପଂକ୍ତିଗୁଡ଼ିକର ବିସ୍ତୃତ ବ୍ୟାଖ୍ୟା କରନ୍ତୁ
সমার্থক : ପୁଙ୍ଖାନୁପୁଙ୍ଖ, ବିଶଦ, ସବିଶେଷ
অন্যান্য ভাষায় অনুবাদ :
जिसमें बहुत विस्तार हो या विस्तार वाला।
इन काव्य पंक्तियों की विस्तृत व्याख्या कीजिए।Broad in scope or content.
Across-the-board pay increases.অর্থ : ଯେ ନିଜ କ୍ଷେତ୍ରରେ ଏବଂ ତା’ର ଚତୁର୍ଦିଗରେ ବହୁଦୂର ପର୍ଯ୍ୟନ୍ତ ସଂପ୍ରସାରିତ
উদাহরণ :
ଜନମାନସରେ ତୁଳସୀଙ୍କ ରଚିତ ରାମ ଚରିତ ମାନସର ବ୍ୟାପକ ପ୍ରଭାବ ପଡ଼ିଲା
সমার্থক : ପରିବ୍ୟାପକ, ପରିବ୍ୟାପ୍ତ, ବିସ୍ତୀର୍ଣ୍ଣ, ବ୍ୟାପକ, ସଂପ୍ରସାରିତ
অন্যান্য ভাষায় অনুবাদ :
Broad in scope or content.
Across-the-board pay increases.অর্থ : ଯାହା ସାବଧାନ ଓ ସୂକ୍ଷ୍ମ ବିବରଣୀ ସହିତ ବିକଶିତ ବା କାର୍ଯ୍ୟକାରିତା କରାଯାଇଛି
উদাহরণ :
ଆମେ ଗୋଟିଏ ବିସ୍ତୃତ ଯୋଜନା ତିଆରି କରିଛୁ
অন্যান্য ভাষায় অনুবাদ :
जो सावधानी और सूक्ष्म ब्यौरे के साथ विकसित या कार्यान्वित किया गया हो।
हमलोगों ने एक विस्तृत योजना तैयार की है।Developed or executed with care and in minute detail.
A detailed plan.