সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଯାହାର ପ୍ରଭାବ ବିଷ ପରି
উদাহরণ : ତାଙ୍କ ମୃତ୍ୟୁ ବିଷାକ୍ତ ଔଷଧ ସେବନଦ୍ୱାରା ହୋଇଥିଲା
সমার্থক : ଜହରୀ
অন্যান্য ভাষায় অনুবাদ :हिन्दी English
जिसका असर जहर की तरह हो।
Having the qualities or effects of a poison.
অর্থ : ଯେଉଁଥିରେ ବିଷ ଅଛି (ଜୀବ)
উদাহরণ : ଗୋଖର ସାପ ଦଂଶିବାରୁ କୃଷକର ମୃତ୍ୟୁ ହୋଇଗଲା
সমার্থক : ଗୋଖର, ବିଷଧର, ବିଷଯୁକ୍ତ
অন্যান্য ভাষায় অনুবাদ :हिन्दी
जिसमें विष हो (जीव)।
অর্থ : ବିଷରେ ବୁଡ଼ା ହୋଇଥିବା
উদাহরণ : ଶିକାରୀ ବିଷାକ୍ତ ବାଣରେ ଶିକାରକୁ ଧରାଶାୟୀ କରିଦେଲା
সমার্থক : ଜହରିଆ, ବିଷଯୁକ୍ତ
विष में बुझाया हुआ।
অর্থ : ଯାହା ବିଷରେ ପରିପୂର୍ଣ୍ଣ
উদাহরণ : ବିଷାକ୍ତ ଖାଦ୍ୟଖାଇ ଚାରିଜଣ ଲୋକଙ୍କର ମୃତ୍ୟୁ ହେଲା
সমার্থক : ବିଷମୟ, ବିଷଯୁକ୍ତ
जो विष से भरा हो।
ইনস্টল