অর্থ : ସାମାନ୍ୟ ନହେବାର ଅବସ୍ଥା
উদাহরণ :
ଧନୁର୍ବିଦ୍ୟାରେ ଅର୍ଜୁନଙ୍କ ଅସାମାନ୍ୟତା ସର୍ବଜନ ବିଦିତ
সমার্থক : ଅସାଧାରଣତା, ଅସାମାନ୍ୟତା
অন্যান্য ভাষায় অনুবাদ :
सामान्य न होने की अवस्था।
धनुर्विद्या में अर्जुन की असामान्यता सर्वजन विदित है।Extraordinariness as a consequence of being marked by an uncommon or superlative quality.
uncommonnessঅর্থ : ବିଶିଷ୍ଟ ହେବାର ଅବସ୍ଥା ବା ଭାବ ବା ଗୁଣ
উদাহরণ :
ହୀରାର ବିଶିଷ୍ଟତା ହେଲା ଏହା ଅନ୍ଧାରରେ ବି ଚମକୁଥାଏ
সমার্থক : ବିଶିଷ୍ଟତା
অন্যান্য ভাষায় অনুবাদ :
A distinguishing quality.
characteristicঅর্থ : କୌଣସି ବସ୍ତୁରେ ମିଳୁଥିବା ଏକ ବିଶେଷ କଥା ବା ତତ୍ତ୍ୱ ଯାହାଦ୍ୱାରା ସେ ବସ୍ତୁର ଭିନ୍ନତା ନିରୂପିତ ହୁଏ
উদাহরণ :
ସବୁ ବସ୍ତୁର କିଛି ଲକ୍ଷଣ ରହିଥାଏ
অন্যান্য ভাষায় অনুবাদ :
An abstraction belonging to or characteristic of an entity.
attributeঅর্থ : କୌଣସି ଜିନିଷର ଉକ୍ତୃଷ୍ଟତାକୁ ଜାଣିବା ଅବସ୍ଥା ବା ଭାବ
উদাহরণ :
ସେହି ପାଠଶାଳା ତା’ର ଭଲ ଶିକ୍ଷାଦାନପାଇଁ ଜଣାଶୁଣା
অন্যান্য ভাষায় অনুবাদ :