অর্থ : ଅର୍ଥାଳଙ୍କାରର ଏକ ପ୍ରକାରଭେଦ
উদাহরণ :
ବିଶେଷକରେ ସମାନ ଗୁଣଧର୍ମଯୁକ୍ତ ପ୍ତସ୍ତୁତ ଓ ଅପ୍ରସ୍ତୁତ ଦୁଇଟି ତତ୍ତ୍ୱର ସମାନତା ପ୍ରକାଶ କରିବା ସହିତ ପ୍ରସ୍ତୁତଦ୍ୱାରା ଯେଉଁ ବିଶେଷଗୁଣ ସୃଷ୍ଟିହୁଏ, ତାହା ଅପ୍ରସ୍ତୁତଠାରୁ ଭିନ୍ନ ଓ ସ୍ୱତନ୍ତ୍ର ହୋଇଥାଏ
সমার্থক : ବିଶେଷକ
অন্যান্য ভাষায় অনুবাদ :
अर्थालंकार का एक भेद।
विशेषक में समान गुणधर्म वाले प्रस्तुत और अप्रस्तुत दोनों तत्वों की समानता बताने के साथ ही साथ प्रस्तुत में कोई ऐसी विशेषता बताई जाती है जिससे वह अप्रस्तुत से भिन्न और विशिष्ट हो जाता है।