অর্থ : ଯେ ବିପକ୍ଷରେ ଅଛି
উদাহরণ :
ବିରୋଧିମାନେ ସଂସଦରେ ଗଣ୍ଡଗୋଳ କଲେ
সমার্থক : ପ୍ରତିପକ୍ଷୀ, ବିପକ୍ଷବାଦୀ, ବିରୋଧିମାନେ
অন্যান্য ভাষায় অনুবাদ :
অর্থ : ଖରାପ ଭାବରେ
উদাহরণ :
ଲୋକମାନେ ତାକୁ ଶତ୍ରୁଭାବାପନ୍ନ ହୋଇ ପିଟିଲେ
সমার্থক : ଅପ୍ରସନ୍ନ, ଶତ୍ରୁଭାବାପନ୍ନ
অন্যান্য ভাষায় অনুবাদ :
অর্থ : ଯେ ବିରୁଦ୍ଧରେ ଥାଏ
উদাহরণ :
ଏହିଥର ନିର୍ବାଚନରେ ସେ ବିରୋଧୀଦଳ ସହିତ ହାତ ମିଳେଇଥିଲେ
সমার্থক : ପ୍ରତିପକ୍ଷୀ, ବିପକ୍ଷୀୟ
অন্যান্য ভাষায় অনুবাদ :
जो विरुद्ध में हो।
इस बार के चुनाव में उसने विरोधी दल से हाथ मिला लिया।