অর্থ : କ୍ରୋଧିତ ବା କ୍ଷୁଣ୍ଣହୋଇ କହିବା
উদাহরণ :
କାର୍ଯ୍ୟାଳୟରେ ଜଣେ କର୍ମଚାରୀଙ୍କୁ ନପାଇ ଅଧିକାରୀ ବିରକ୍ତହେଲେ
সমার্থক : ଅସନ୍ତୁଷ୍ଟହେବା, ଚିଡ଼ିଯିବା, ବିଗିଡ଼ିବା, ରାଗିଯିବା
অন্যান্য ভাষায় অনুবাদ :
অর্থ : କାହାକୁ ହଇରାଣ କରିବା
উদাহরণ :
କୃଷ୍ଣ ଗୋପୀମାନଙ୍କୁ ବିରକ୍ତ କରାଉଥିଲେ
সমার্থক : ଚିଡ଼ାଇବା, ହାସ୍ୟ ରସ କରିବା
অন্যান্য ভাষায় অনুবাদ :