অর্থ : ଧର୍ମଗ୍ରନ୍ଥରେ ସ୍ୱୀକାର କରାଯାଇଥିବା ସର୍ବୋଚ୍ଚ ସତ୍ତା ଯେ ସୃଷ୍ଟିର ଅଧିକାରୀ
উদাহরণ :
ଇଶ୍ୱର ସର୍ବବ୍ୟାପୀ ଇଶ୍ୱର ଆମ ସମସ୍ତଙ୍କ ରକ୍ଷକ
সমার্থক : ଅନ୍ତର୍ଯ୍ୟାମୀ, ଆଦିକର୍ତ୍ତା, ଆଦିକାରଣ, ଇଶ, ଈଶ୍ୱର, ଭଗବାନ, ଭବଧାରଣ, ସମସ୍ତଙ୍କ ରକ୍ଷକ, ସର୍ବବ୍ୟାପୀ, ସର୍ବରକ୍ଷକ
অন্যান্য ভাষায় অনুবাদ :
धर्मग्रंथों द्वारा मान्य वह सर्वोच्च सत्ता जिसे सृष्टि का स्वामी माना जाता है।
ईश्वर सर्वव्यापी है।The supernatural being conceived as the perfect and omnipotent and omniscient originator and ruler of the universe. The object of worship in monotheistic religions.
god, supreme beingঅর্থ : ସେହି ସବୁଠାରୁ ପରମ ଓ ନିତ୍ୟ ଚେତନ ସତ୍ତା ଯାହା ଜଗତର ମୂଳ କାରଣ ଏବଂ ସତ୍, ଚିତ୍,ଆନନ୍ଦର ସ୍ୱରୂପଭାବେ ଗ୍ରହଣୀୟ
উদাহরণ :
ବ୍ରହ୍ମ ଏକ
সমার্থক : ଅମୃତଗର୍ଭ, ଚିଦାନନ୍ଦ, ଚିନ୍ତାମଣି, ବିଶ୍ୱକର୍ତ୍ତା, ବ୍ରହ୍ମ, ଭଗବାନ, ସଚ୍ଚିଦାନନ୍ଦ
অন্যান্য ভাষায় অনুবাদ :
The supernatural being conceived as the perfect and omnipotent and omniscient originator and ruler of the universe. The object of worship in monotheistic religions.
god, supreme being