অর্থ : ଆର୍ଯ୍ୟଛନ୍ଦର ଗୋଟିଏ ପ୍ରକାର
উদাহরণ :
ବିପୁଳାର ପ୍ରଥମ ପାଦରେ ଅଠରଟି, ଦ୍ୱିତୀୟରେ ବାରଟି, ତୃତୀୟରେ ଚଉଦଟି ଏବଂ ଚତୁର୍ଥରେ ତେରଟି ମାତ୍ରା ଥାଏ
অন্যান্য ভাষায় অনুবাদ :
आर्या छंद का एक भेद।
विपुला के पहले चरण में अठारह, दूसरे में बारह, तीसरे में चौदह एवं चौथे में तेरह मात्राएँ होती हैं।অর্থ : ଏକ ବର୍ଣ୍ଣବୃତ୍ତ
উদাহরণ :
ବିପୁଳାର ପ୍ରତ୍ୟେକ ଚରଣରେ ମଗଣ,ରଗଣ ଓ ଦୁଇଟି ଲଘୁ ଥାଏ
অন্যান্য ভাষায় অনুবাদ :