অর্থ : ଯାହାକୁ ଛଡ଼ାଯାଇଥାଏ ବା ତ୍ୟାଗ କରାଯାଇଥାଏ ବା ଅଲଗା କରାଯାଇଥାଏ
উদাহরণ :
ସମାଜରୁ ବିତାଡ଼ିତ ଲୋକମାନଙ୍କ ଘରେ ସମାଜର କୌଣସି ବ୍ୟକ୍ତି ତା ଝିଅକୁ ବିବାହ କରାଏନାହିଁ
সমার্থক : ବହିଷ୍କୃତ
অর্থ : ଯେଉଁମାନେ ବାଦ୍ ପଡ଼ିଥାନ୍ତି
উদাহরণ :
ପ୍ରତିଯୋଗିତାରୁ ବହିଷ୍କୃତ ଖେଳାଳୀମାନଙ୍କୁ ଆଉ ଥରେ ସୁଯୋଗ ଦିଆଯିବ
সমার্থক : ବହିଷ୍କୃତ
অন্যান্য ভাষায় অনুবাদ :
অর্থ : ଯେ ଖେଳରେ ଷ୍ଟ୍ରାଇକଆଉଟ ଯୋଗୁଁ ବହିଷ୍କାର ହୋଇଯାଇଥାଏ
উদাহরণ :
ବହିଷ୍କୃତ ଖେଳାଳି ନିରାଶ ଥିଲା
সমার্থক : ଦୂରୀକୃତ, ବହିଷ୍କୃତ, ବାହାରକରାଯାଇଥିବା
অন্যান্য ভাষায় অনুবাদ :