অর্থ : ଅନ୍ୟମାନଙ୍କ କଥାକୁ ଉପେକ୍ଷା କରି ନିଜ କଥାକୁ କହି ଚାଲିବାର ପ୍ରକ୍ରିୟା
উদাহরণ :
ତାର ବିତଣ୍ଡା ଯୋଗୁଁ ସମସ୍ତେ ହଇରାଣ ହେଉଛନ୍ତି
সমার্থক : ଅଯଥା ଯୁକ୍ତି, ବିତଣ୍ଡା
অন্যান্য ভাষায় অনুবাদ :
অর্থ : ବ୍ୟର୍ଥ ବିବାଦ ବା ମତାନ୍ତର
উদাহরণ :
ଏଭଳି ବିତଣ୍ଡା ଦ୍ୱାରା ଶେଷରେ ତୁମକୁ କଣ ମିଳୁଛି?
সমার্থক : ବିତଂଡାବାଦ, ବିତଣ୍ଡା, ବିତଣ୍ଡାବାଦ
অন্যান্য ভাষায় অনুবাদ :
व्यर्थ का विवाद या कहासुनी।
इस तरह की वितंडाओं से आखिर तुम्हें क्या मिलता है?